ଲଇ Lai

  • ଦେ. ବି. (ସଂ. ଲତା; ପ୍ରା. ଲଇ) — ଲତା — Creeper
  • ଦେ. ବି. (ସଂ. ଲତା; ପ୍ରା. ଲଇ) — ଗଛରୁ ଛାଲରୁ ଓ ବେତରୁ ବାହାର କରାଯିବା ପତଳା ତନ୍ତୁ, ଯାହା ରଜ୍ଜୁ ରୂପେ ବ୍ଯବହୃତ ହୁଏ — Fibres taken from barks of plants or creepers and used as strings
  • ଦେ. ବି. (ସଂ. ଲତା; ପ୍ରା. ଲଇ) — କେତେ ଗଛର ଛାଲ ଓ ଓହଳ ଓ କିଆ ପଟ ପ୍ରଭୃତିକୁ ଛେଚି ତହିଁର ରଜ୍ଜୁ ରୂପେ ବ୍ଯବହାର ବା ଆକାର — The bark and aerial roots of some trees used as strings after they are beaten into fibres
  • ଦେ. ବି. (ସଂ. ଲତା; ପ୍ରା. ଲଇ) — [ଦ୍ର—ଯାଗରେ ଦ୍ୱିଜେ ନ ପାଇଲେ ସୋମ ଲଇ। କୃଷ୍ଣସିଂହ, ମହାଭାରତ, ବନ।]
  • ଦେ. ବି. (ସଂ. ଲତା; ପ୍ରା. ଲଇ) — [ଦ୍ର— ଏହା ଦ୍ୱାରା ଛଣ ଓ ବତା ଆଦି ବନ୍ଧା ହୁଏ।]
  • ଦେ. ବି. (ସଂ. ଲତା; ପ୍ରା. ଲଇ) — (ସଂ. ଲେହ) ମାଲପୁଆଆଦି ତିଆରି ହେବାପାଇଁ ପ୍ରସ୍ତୁତ ପିଠୋଉ — A paste made for preparing Mālapuā etc