ରୋହଦ୍ର Rohadra

  • ଗ୍ରା. ବିଣ.—(ସଂ. ରୌଦ୍ର, ରୁଦ୍ର) — ଅତି ଅସହ୍ୟ; ଉତ୍ତପ୍ତ — Unbearable; very hot
  • ଗ୍ରା. ବିଣ.—(ସଂ. ରୌଦ୍ର, ରୁଦ୍ର) — [ଉ— ରୋହଦ୍ର ଖରାରେ ଯେ ବସଇ ମୁହିଁ, ଆ ଛାଇକି ବୋଲି ବୋଲନ୍ତି ନାହିଁ। ଢଗ।]