ରୋଷ୍ଟ Roshṭa

  • ଗ୍ରା. ବିଣ—(ସଂ. ରୁଷ୍ଟ) — ରୁଷ୍ଟ; କ୍ରୁଦ୍ଧ — Angry; irritated; much displeased
  • ଗ୍ରା. ବିଣ—(ସଂ. ରୁଷ୍ଟ) — [ଦ୍ର— ଧୀର ସମୀର ହୋଇବୁ ନ କରିବୁ ରୋଷ୍ଟ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।]