ରୋମ Roma
- ସଂ. ବି (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ 1 ମା. 1 ବ) — ଲୋମ; ଜୀବଦେହର କ୍ଷୁଦ୍ର କେଶ — Fur
- ସଂ. ବି (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ 1 ମା. 1 ବ) — ପଶମ; ପଶୁ ଲୋମ — Wool
- ସଂ. ବି (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ 1 ମା. 1 ବ) — ଜଳ — Water
- ସଂ. ବି (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ 1 ମା. 1 ବ) — (ବ୍ୟୁତ୍ପତ୍ତି ଅନିଶ୍ଚିତ)—ଗର୍ତ୍ତ. — Hole; cavity. (M. W.)
- ସଂ. ବି (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ 1 ମା. 1 ବ) — ଜଳ — Water (M. W.)
- ସଂ. ବି (ରୁ ଧାତୁ= ଶବ୍ଦ କରିବା+କର୍ତ୍ତୃ. ମନ୍= ରୋମନ୍ 1 ମା. 1 ବ) — (ନାମ) ରୋମ ନଗର — The city of Rome
- ଦେ. ବି — ରୋମ ପରିମିତ ଓସାର — Hair breadth