ରୋଧିବା Rodhibā
- ଦେ. କ୍ରି (ପଦ୍ଯ) (ସଂ. ରୁଧ୍ ଧାତୁ) — ଅଟକ କରିବା — To restrain
- ଦେ. କ୍ରି (ପଦ୍ଯ) (ସଂ. ରୁଧ୍ ଧାତୁ) — ବାଧା ଦେବା — To obstruct
- ଦେ. କ୍ରି (ପଦ୍ଯ) (ସଂ. ରୁଧ୍ ଧାତୁ) — (ଉ— ଏକାଳେ ତାଙ୍କ ମାର୍ଗ ରୋଧିବୁ ନାହିଁ। ରାଧାନାଥ, ମେଘଦୂତ।)
- ଦେ. କ୍ରି (ପଦ୍ଯ) (ସଂ. ରୁଧ୍ ଧାତୁ) — ଆବୃତ କରିବା — To cover
- ଦେ. କ୍ରି (ପଦ୍ଯ) (ସଂ. ରୁଧ୍ ଧାତୁ) — (ଉ— ଧୂଳିରାଶି ଅଶ୍ୱ ଖୁରେ ଉଠି, ପ୍ରସରି ବିମ୍ବ ରୋଧିଲା ଆକାଶେ। ରାଧାନାଥ, ମହାଯାତ୍ରା।)