ରେମୁଣା Remuṇā

  • ଦେ. ବି (ନାମ) — ବାଲେଶ୍ୱର ସହରର ପଶ୍ଚିମରେ 6 ମାଇଲ୍ ଦୂରରେ ଅବସ୍ଥିତ ଗ୍ରାମବିଶେଷ — ବାଲେଶ୍ୱର ସହରର ପଶ୍ଚିମରେ6ମାଇଲ୍ ଦୂରରେ ଅବସ୍ଥିତ ଗ୍ରାମବିଶେଷ—A village 6 miles to the west of Balasore where there is a Deity named Gopīnātha
  • ଦେ. ବି (ନାମ) — [ଦ୍ର—ଏଠାରେ 'କ୍ଷୀରଚୋରା ଗୋପୀନାଥ' ଠାକୁର ଅଛନ୍ତି। ଉତ୍କୃଷ୍ଟ କଂସା ବାସନପାଇଁ ଏ ଗ୍ରାମ ବିଖ୍ୟାତ। ଏହି ଠାକୁରଙ୍କ ନିକଟରେ ହେଉଥିବା ଦୁଗ୍ଧର କ୍ଷୀର (ପାୟସ) ଭୋଗକୁ ଅନେକ ଲୋକ ପସନ୍ଦ କରନ୍ତି।]