ରେଜିକି Rejiki

  • ବୈଦେ. ବି. (ଫା. ରେଜ୍ଗୀ) — ଟଙ୍କା ଅପେକ୍ଷା କ୍ଷୁଦ୍ର ରୌପ୍ୟମୁଦ୍ରାଗଣ — Smaller coins on silver (smaller than a rupee)
  • ବୈଦେ. ବି. (ଫା. ରେଜ୍ଗୀ) — [ଦ୍ର—ଅଧୁଲି, ସୁଉକି, ଦୋଅଣି, ଅଣି ପ୍ରଭୃତିକୁ ରେଜ୍କି କୁହାଯାଏ।)
  • ବିଣ — ଖୁଚୁରା; ଅଳ୍ପ ମୂଲ୍ୟର (ମୁଦ୍ରା) — Small (coins)
  • ବିଣ — ବଳକା; ଯାହା ବଳି ପଡ଼ିଥାଏ — Redundant