ରେଜା Rejā
- ବୈଦେ. ବିଣ (ଫା. ରେଜା) — ଖୁଚୁରା; ଅଳ୍ପ ମୂଲ୍ୟର (ମୁଦ୍ରା) — Small (coins)
- ବୈଦେ. ବିଣ (ଫା. ରେଜା) — ବ୍ଯବହାରରୁ ବଳିପଡ଼ିଥିବା କ୍ଷୁଦ୍ର କ୍ଷୁଦ୍ର (ଖଣ୍ଡ) — Small redundant (bits)
- ବୈଦେ. ବିଣ (ଫା. ରେଜା) — (ଯଥା—ରେଜା ସୁନା, ରେଜା ରୂପା, ରେଜା ମାହାଲ, ରେଜା ଲୁଗା)
- ବୈଦେ. ବିଣ (ଫା. ରେଜା) — ବାଜେ — Miscellaneous
- ବି — ଖୁଚୁରା ମୁଦ୍ରା — Small coins
- ବି — କ୍ଷୁଦ୍ର କ୍ଷୁଦ୍ର ଅନାବଶ୍ୟକ ଖଣ୍ଡମାନ — Small redundant bits
- ବି — ରଦି ଜିନିଷ; ବାଜେ ବସ୍ତୁ — Miscellaneous articles; lumber
- ବି — ରାଜମିସ୍ତ୍ରୀଙ୍କୁ ଇଟା ଚୂନ ଆଦି ଯୋଗାଇବା ଟୋକା — A boy who helps a mason by bringing to him brick. mortar etc
- ବି — ଗଳିତ ସୁନାକୁ ଓ ରୂପାକୁ ଢାଳି କାଠି କରାଯିବା ପାଇଁ ବଣିଆଙ୍କ ବ୍ଯବହୃତ ଛାଞ୍ଚ — Goldsmith's mould for moulding molten silver and gold into bars
- ପ୍ରାଦେ. (ସମ୍ବଲପୁର) ବି — ଟୋକୀ ମୂଲିଆଣୀ — Young girls employed as day-labourers
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର— ସମ୍ବଲପୁର ଅଞ୍ଚଳରେ ବଡ଼ ମୂଲିଆଣୀଙ୍କୁ 'କୁଲି' ବୋଲାଯାଏ; ତୁଳନାକର ହିନ୍ଦିରେ ପ୍ରଚଳିତ ରେଜା ଶବ୍ଦର 4 ର୍ଥ ଅର୍ଥ।] — [ଦ୍ର— ସମ୍ବଲପୁର ଅଞ୍ଚଳରେ ବଡ଼ ମୂଲିଆଣୀଙ୍କୁ 'କୁଲି' ବୋଲାଯାଏ; ତୁଳନାକର ହିନ୍ଦିରେ ପ୍ରଚଳିତ ରେଜା ଶବ୍ଦର4ର୍ଥ ଅର୍ଥ]