ରେକାବି Rekābi

  • ବୈଦେ. ବି (ଆ. ରକାବୀ) — ଥାଳିଆ; ଛୋଟ ଥାଳୀ; ପତଳା ଥାଳିଆ — Saucer; a small plate; a thin metal platter
  • ବୈଦେ. ବି (ଆ. ରକାବୀ) — [ଉ— ଯୋଡ଼ଠାରୁ ନୋଟା ଥାଳିକି ରେକାବି ସବୁ କଲେ ଅପସନ୍ଦ—ଭିକାରୀଚରଣ. ସାଆନ୍ତିଆ ବାହା।]