ରୂଢ଼ ବଚନ Rūṟḍ̠ẖa bachana

  • ସଂ. ବି. (କର୍ମଧା) — କର୍କଶ ବାକ୍ୟ — Harsh language
  • ସଂ. ବି. (କର୍ମଧା) — ଅଶିଷ୍ଟ ବଚନ — Uncivil or discourteous language
  • ସଂ. ବିଣ. ପୁଂ. — ରୂଢ଼ ଭାଷୀ (ଦେଖ) — Ruṟḍ̠ẖa bhāshī (See)