ରୂକ୍ଷ Rūksha

  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — କର୍କଶ — Rough; harsh
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — ନିର୍ଦ୍ଦୟ — Cruel
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — କଠୋରବ୍ରତଧାରୀ — Observing strict penance
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — ଅନନୁକୂଳ — Unfavourable
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — ସ୍ନେହଶୂନ୍ଯ — Devoid of affection
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — ଅଚିକ୍କଣ — Not smooth
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — ଶୁଷ୍କ — Dry; parched up (Apte)
  • ସଂ. ବିଣ (ରୁକ୍ଷ୍ ଧାତୁ=କର୍କଶ ହେବା+କର୍ତ୍ତୃ. ଅ) — ତୈଳହୀନ — Not oily
  • ସଂ. ବି — ବୃକ୍ଷ — Tree
  • ସଂ. ବି — [ଦ୍ର—ରୁକ୍ଷ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ଯବହୃତ ଶବ୍ଦମାନ 'ରୁକ୍ଷ' ଶବ୍ଦଯୁକ୍ତ ହୋଇ ମଧ୍ୟ ବ୍ଯବହୃତ ହୁଏ। ରୁକ୍ଷ ଶବ୍ଦ ପରେ ଦେଖ।]