ରୂପାଳାପ Rūpāḻāpa

  • ସଂ. ବି — ବାଦ୍ୟଯନ୍ତ୍ର ଆଦିକୁ ଅଭିପ୍ରେତ ତାଳମାନ ସହିତ ବଜାଇବା ପୂର୍ବରୁ ସୁର୍ ବାନ୍ଧିବା; ସୁର୍ ଚଢ଼ାଇବା — The striking of the keynote before playing a tune