ରାମ ଖଡ଼ି Rāma khaṟḍ̠i

  • ଦେ. ବି. (ସଂ. ଗୌର ଖଟୀ) — ଧଳା ଖଡ଼ି (ଏହା ଫୁଲ ଖଡ଼ି ଅପେକ୍ଷା ଟାଣ; ଏଥିରେ ଭୂମିରେ ଲେଖା— ଯାଏ) — White pipelay; Calcium carbonate
  • ଦେ. ବି. (ସଂ. ଗୌର ଖଟୀ) — [ଦ୍ର—ଏଥିର ଲେପନରେ ଦାହ ବିଷ ଓ ଶୋଥ ନଷ୍ଟ ହୁଏ —ଦ୍ରବ୍ଯଗୁଣ।]