ରାବିଶି Rābiṡi

  • ବୈଦେ. ବି. (ଇଂ. ରବ୍ବିସ୍) — କୋଠା ଭଙ୍ଗା ହେବାରୁ ବାହାରିବା ଅକର୍ମଣ୍ୟ ଚୂନ, ଗୋଡ଼ି, ଭଙ୍ଗା ଇଟା ଆଦି — Rubbish; debris
  • ବିଣ — ଅକର୍ମଣ୍ୟ; ନିକୃଷ୍ଟ (ବସ୍ତୁ) — Worthless; trashy; rubbishy