ରାଜହଂସ Rājahāṁsa

  • ସଂ. ବି. ପୁଂ. — ରକ୍ତବର୍ଣ୍ଣ ଚକ୍ଷୁ ଓ ଚରଣଯୁକ୍ତ ଶୁକ୍ଳହଂସ; କଳହଂସ — The white goose (with red legs and eyes) flamingo gander
  • ସଂ. ବି. ପୁଂ. — [ଦ୍ର—କବିପ୍ରସିଦ୍ଧି ଅଛି ଯେ ରାଜହଂସ ଆଗରେ ପାଣିମିଶା ଦୁଧ ରଖିଦେଲେ ସେ ଖାଣ୍ଟି ଦୁଧତକ ପିଇ ପାଣିତକ ଛାଡ଼ିଯାଏ; କିନ୍ତୁ ଏହା ପରୀକ୍ଷାଦ୍ୱାରା ପ୍ରମାଣିତ ହୋଇ ପାରି ନାହିଁ।]
  • ସଂ. ବି. ପୁଂ. — ଶ୍ରେଷ୍ଠରାଜା; ଯେଉଁ ରାଜା ରାଜହଂସ ପରି ଦୋଷ ତ୍ୟାଗ କରି ଗୁଣ ଗ୍ରହଣ କରନ୍ତି — An excellent king
  • ଦେ. ବି (ନାମ) — କଟକ ନଗରର 7 ମାଇଲ୍ ପୂର୍ବରେ ଥିବା ଏକ ବଡ଼ ମଉଜା — କଟକ ନଗରର7ମାଇଲ୍ ପୂର୍ବରେ ଥିବା ଏକ ବଡ଼ ମଉଜା—Name of a big village to the east of Cuttack