ରାଜସ୍ୱୀ Rājaswī

  • ଗ୍ରା. ବି — ରାଜସୂୟ (ଦେଖ) — Rājasūya (See)
  • ଗ୍ରା. ବି — [ଉ—ରାଜସ୍ୱୀ ଯଜ୍ଞ କର୍ମ ବିଧି, କରାଇ ସକଳ ସମୃଦ୍ଧି। ଜଗନ୍ନାଥ. ଭାଗବତ।]
  • ଦେ. ବିଣ — ରାଜସିକ (ଦେଖ) — Rājasika (See)
  • ଦେ. ବିଣ — ରାଜକୀୟ — Royal
  • ଦେ. ବିଣ — ରାଜସୟୀ (ଦେଖ) — Rājasayī (See)