ରାଜ ଯୋଗ Rāja j̄oga

  • ସଂ. ବି — ଯୋଗସାଧନର ମାର୍ଗ ବିଶେଷ; ରାଜବିଦ୍ୟା; କର୍ମଯୋଗର ଚରମ ଅବସ୍ଥା — A mode of devotional meditation
  • ସଂ. ବି — ଜାତକରେ ଗ୍ରହ— ମାନଙ୍କର ଶୁଭ ସୂଚକ ଅବସ୍ଥାନ ବିଶେଷ (ଏପରି ବ୍ଯକ୍ତି ରାଜା ହୁଅନ୍ତି) — An auspicious combination of natal planets bringing about the person's becoming a king