ରାଙ୍କବ Rāṅkaba

  • ସଂ. ବିଣ (ରଙ୍କୁ+ସମ୍ବନ୍ଧାର୍ଥେ ଅ) — ରଙ୍କୁ ସମ୍ବନ୍ଧୀୟ — Relating to deer
  • ସଂ. ବିଣ (ରଙ୍କୁ+ସମ୍ବନ୍ଧାର୍ଥେ ଅ) — ଲୋମନିର୍ମିତ — Woolen
  • ବି. — ପଶୁଲୋମନିର୍ମିତ ବସ୍ତ୍ର — A cloth made of wool; woolen cloth