ରାଇଫଲ୍ Rāiphal

  • ବୈଦେ. ବି. (ଇଂ. ରାଇଫ୍ଲ୍) — ଏକପ୍ରକାର ଆଧୁନିକ ବନ୍ଧୁକ — Rifle
  • ବୈଦେ. ବି. (ଇଂ. ରାଇଫ୍ଲ୍) — [ଦ୍ର— ଏହାର ନଳିଭିତରେ ପେଚକଟା ଘାଉଁରି ନାଳିମାନ ଥାଏ ଓ ଏ ବନ୍ଧୁକ ଗର୍ଭରୁ ଗୁଳିମାନ ସିଧାରେ ନ ଯାଇ ଲକ୍ଷ୍ୟବସ୍ତୁ ଅଡ଼କୁ ଘାଉଁରି ଖାଇ ଖାଇ ଅଗ୍ରସର ହୁଏ। ଏହି ବନ୍ଧୁକର ଗୁଳିମାଡ଼ ଖୁବ୍ କାଟୁ କରେ ବୋଲି ପଲଟଣିଆମାନେ ଏହାକୁ ବ୍ଯବହାର କରନ୍ତି। ଯେଉଁ ରାଇଫଲ୍ର ମୁହଁବାଟେ ବାରୁଦ ଭର୍ତ୍ତି କରାଯାଏ ତାକୁ ମଝ— ଲୋଟକ — (Muzzle loader)ଓ ଯାହାର କଡ଼ବାଟେ ଟୋଟା ପୂରାପାଏ ତାକୁ ବ୍ରଜଲୋଟକ(Breach loader)ବୋଲାଯାଏ ଭିନ୍ନ ଭିନ୍ନ ବନ୍ଧୁକ ନିର୍ମାତାଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଥାଏ ଯଥା —ମସିଅର ରାଇଫଲ୍(Mausseur rifle) ଯେଉଁ ବନ୍ଧୁକ ମଧ୍ୟରେ ଫଏର୍ ହେବା ଗୁଳିଛଡ଼ା ଅନ୍ଯ କେତୋଟି ଗୁଳି ରଖିବାର କୋଠରୀ ଥାଏ ତାକୁ ମାଗାଜିନ୍ ରାଇଫଲ(Magazine rifle)ବୋଲାଯାଏ)