ରସାଣିବା Rasāṇibā
- ଦେ. କ୍ରି. — ଗିଲ୍ଟି କରିବା — To gild
- ଦେ. କ୍ରି. — ଉଜ୍ଜ୍ୱଳ ବା ପାଲିସ୍ କରିବା — To polish; to burnish
- ଦେ. କ୍ରି. — [ଉ— ରସାଣିଛି ପୁଣି ଶୋକ ସେ ମୂରତି ମଧୁର ସ୍ନିଗ୍ଧ ରସାଣେ। ରାଧାନାଥ. ପାର୍ବତୀ।]
- ଦେ. କ୍ରି. — ପୁଟ ଚଢ଼ାଇବା — To smear with a coat or layer of paint