ରସଦାତା Rasadātā

  • ସଂ. ବିଣ. ପୁଂ. (ରସ ଦାତୃ ଶବ୍ଦ 1 ମା. 1 ବ.) — ଯେ ହୃଦୟରେ ରସମୟ ଭାବ ବା ଅନୁରାଗ ଜାତ କରାଏ — Producing sentiment of love in the heart