ରସ ସାର Rasa sāra

  • ସଂ. ବି. ( 7 ମୀ ତତ୍) — ପାରଦ — Mercury
  • ସଂ. ବି. ( 7 ମୀ ତତ୍) — ଶ୍ରେଷ୍ଠ ରସ — An eminent Rasa
  • ସଂ. ବି. ( 7 ମୀ ତତ୍) — ( 6 ଷ୍ଠୀ ତତ୍) ରସର ମର୍ମ — (6ଷ୍ଠୀ ତତ୍) ରସର ମର୍ମ—. The purport or pith of a Rasa
  • ସଂ. ବି. ( 7 ମୀ ତତ୍) — ମଧୁ (ହି. ଶ.) — Honey