ରତ୍ନମୟ Ratnamaya

  • ସଂ. ବିଣ — ରତ୍ନଖଚିତ — Set with gems
  • ସଂ. ବିଣ — ମଣିମୟ; ରତ୍ନଦ୍ୱାରା ଗଢ଼ା — Made of gems
  • ସଂ. ବିଣ — ରତ୍ନପୂର୍ଣ୍ଣ — Full of gems