ରଜନୀଚର Rajanīchara
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ରାତ୍ରିଚର; ନିଶାଚର; ରାକ୍ଷସ — A demon goblin (literally night-stalker)
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ତସ୍କର; ଚୋର — Thief
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ଦିବାନ୍ଧ ପ୍ରାଣିଗଣ (ଯଥା—ପେଚକ) — Animals that prowl in the night (e.g. bat, owl)
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ଭୂତ; ପ୍ରେତ — Ghost; fiend
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ଯାମିକଭଟ; ପ୍ରହରୀ; ଚୌକିଦାର — A watchman
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ଚନ୍ଦ୍ରମା — Moon (Apte)
- ସଂ. ବି. ପୁଂ (ରଜନି+ଚଚ୍ ଧାତୁ+କର୍ତ୍ତୃ. ଅ; ଯେ ରାତିରେ ବୁଲେ) — ରାତ୍ରିରେ ବିଚରଣକାରୀ ଜୀବ — A night-rover
- ସଂ. ବିଣ. ପୁଂ — ରାତିରେ ବିଚରଣକାରୀ — Roving in the night