ରଜ ବୁଲା Raja bulā
- ଦେ. ବି — ରଜ ପର୍ବରେ ସ୍ତ୍ରୀଙ୍କର ଓ ବାଳକବାଳିକାମାନଙ୍କର ସାଇସାଇ ଓ ଗ୍ରାମଗ୍ରାମ ବୁଲିବା — Visiting of different villages or pleasure-trips taken by females and children during the Raja festivals
- ଦେ. ବି — [ଦ୍ର—ଏ ସମୟରରେ 3 ଦିନ ଘରଲିପା ଓ ରୋଷେଇ ଆଦି ଗୃହକର୍ମ ନ ଥିବାରୁ ସ୍ତ୍ରୀ ଓ ବାଳିକାମାନେ ଏଣେ ତେଣେ ବୁଲି ଓ କଉଡ଼ୀ, ତାସ୍, ପଶା ଆଦି ଖେଳ ଓ ପୁଚୀ ଖେଳି ଦିନ କଟାନ୍ତି।] — [ଦ୍ର—ଏ ସମୟରରେ3ଦିନ ଘରଲିପା ଓ ରୋଷେଇ ଆଦି ଗୃହକର୍ମ ନ ଥିବାରୁ ସ୍ତ୍ରୀ ଓ ବାଳିକାମାନେ ଏଣେ ତେଣେ ବୁଲି ଓ କଉଡ଼ୀ, ତାସ୍, ପଶା ଆଦି ଖେଳ ଓ ପୁଚୀ ଖେଳି ଦିନ କଟାନ୍ତି]