ରଜ ଘଷ Raja ghasha

  • ଦେ. ବି—(ରଞ୍ଜ ଧାତୁ+ଘୃଷ୍ ଧାତୁ) — (ଅନ୍ୟର) ସମ୍ପର୍କରେ ଆସିବା; ଚଳପ୍ରଚଳ — Constant association
  • ଦେ. ବି—(ରଞ୍ଜ ଧାତୁ+ଘୃଷ୍ ଧାତୁ) — [ଉ—ସେ ଟୋକା ମାଇକିନିଆଙ୍କ ସଙ୍ଗରେ ସବୁବେଳେ ରଜଘଷ ହେବାରୁ ଭାରି ଝିଟ ହୋଇ ଯାଇଅଛି। ଫକୀରମୋହନ. ଗଳ୍ପସ୍ୱଳ୍ପ।]
  • ଦେ. ବି—(ରଞ୍ଜ ଧାତୁ+ଘୃଷ୍ ଧାତୁ) — ଅତ୍ୟନ୍ତ ମିଶାମିଶି; ଅତି ପରିଚୟ — Too much familiarity
  • ଦେ. ବିଣ — ଅଭ୍ୟସ୍ତ — Habituated
  • ଦେ. ବିଣ — ଯେ ଅନ୍ଯ ସଙ୍ଗେ ସର୍ବଦା ଚଳପ୍ରଚଳ ହୁଏ ବା ମିଶେ — Associating constantly; familiarly mixing with another