ରଚାଇବା Rachāibā

  • ଦେ. ବିଣ (ସଂ. ରଚ ଧାତୁ ଣିଚ, ରଚି ଧାତୁ) — ରଚିବା କ୍ରିୟାର ଣିଜନ୍ତ ରୂପ — Causative of Rachibā
  • ଦେ. ବିଣ (ସଂ. ରଚ ଧାତୁ ଣିଚ, ରଚି ଧାତୁ) — [ଉ—ଚନ୍ଦ୍ରମା! ଗିରେ ରହସ୍ୟ ରଚାଇବି। ଭଞ୍ଜ. ପ୍ରେମ ସୁଧାନିଧି।]