ରକ୍ରକ୍ Rak-rak
- ଦେ. ଅ — ରକ୍ (ଦେଖ) — Rak (See)
- ବି — ଅପ୍ରାପ୍ୟ ବା ଅପ୍ରାପ୍ତ ବସ୍ତୁ ପାଇବାର ଇଚ୍ଛା — A desire to get a thing which one can not or has not attained
- ବି — ନଷ୍ଟ ଧନାଦିର ପୁନଃପ୍ରାପ୍ତି ଇଚ୍ଛା — Desire to get back a lost thing
- ବିଣ — ଅପ୍ରାପ୍ୟ ବା ନଷ୍ଟ ବସ୍ତୁ ପାଇବାକୁ ଇଚ୍ଛୁକ (ବ୍ୟକ୍ତି) — Desirous to get a lost or unattainable thing