ରକ୍ତିମ Raktima

  • ଦେ. ବିଣ (ସଂ. ରକ୍ତିମା) — ରକ୍ତବର୍ଣ୍ଣ ବିଶିଷ୍ଟ — Red coloured
  • ଦେ. ବିଣ (ସଂ. ରକ୍ତିମା) — [ଦ୍ର—ଏ ଶବ୍ଦର ପ୍ରୟୋଗ ଭ୍ରମମୂଳକ, ସଂସ୍କୃତଭାଷାରେ 'ରକ୍ତିମା' ଶବ୍ଦ ବିଶେଷ୍ୟରୂପେ ବ୍ଯବହୃତ ହୁଏ; କେତେକ ଆଧୁନିକ ଲେଖକ 'ରକ୍ତିମ' ଶବ୍ଦ ବିଶେଷ୍ୟ ରୂପେ ବ୍ଯବହାର କରୁଥିବା ଦେଖାଯାଏ।]