ରକଟିବା Rakaṭibā

  • ଦେ. କ୍ରି — ହାଡ଼ରେ ଲାଗିଥିବା ମାଂସର କ୍ଷୁଦ୍ର ଅଂଶକୁ ପୃଥକ୍ କରିବା ପାଇଁ ଉକ୍ତ ହାଡ଼କୁ ଦାନ୍ତ ଦ୍ୱାରା ପୁନଃ ପୁନଃ ଚର୍ବଣ କରିବା — To nibble at a hard thing with the teeth to separate the softer parts adhering to it (e.g. bone)