ଯୌଷ୍ମାକ J̄a̲u̲shmāka

  • ସଂ. ବିଣ.—(ଯୁଷ୍ମତ୍+ଅ; ନିପାତନ) — ତୁମ୍ଭ ସମ୍ବନ୍ଧୀୟ; ଭବଦୀୟ; ତ୍ୱଦୀୟ — Relating to you
  • ସଂ. ବିଣ.—(ଯୁଷ୍ମତ୍+ଅ; ନିପାତନ) — ତୁମ୍ଭର — Yours