ଯୌବନୋଦୟ J̄a̲u̲banodaya

  • ସଂ. ବି. ( 6 ଷ୍ଠୀ ତତ୍, ଯୌବନ+ଉଦୟ) — ଯୌବନର ଆବିର୍ଭାବ — The dawning or beginning of youth in a person
  • ସଂ. ବି. ( 6 ଷ୍ଠୀ ତତ୍, ଯୌବନ+ଉଦୟ) — ନବଯୁବାବସ୍ଥା — Budding youth