ଯୋଜିବା J̄ojibā

  • ଦେ. କ୍ରି (ଯୁଜ. ଧାତୁ ଣିଚ୍, ଯୋଜି. ଧାତୁ) — ଯୁକ୍ତ କରିବା — To join
  • ଦେ. କ୍ରି (ଯୁଜ. ଧାତୁ ଣିଚ୍, ଯୋଜି. ଧାତୁ) — [ଉ—ନିଶ୍ଚେ ସେ କାଞ୍ଚନେ ମୁହିଁ ଯୋଜିବି ରତନ। ଚିନ୍ତାମଣି. ବିକ୍ରମାଦିତ୍ୟ।]
  • ଦେ. କ୍ରି (ଯୁଜ. ଧାତୁ ଣିଚ୍, ଯୋଜି. ଧାତୁ) — ଯୋଚିବା — To yoke