ଯୋଗାଧି J̄ogādhi

  • ଦେ. ବିଣ. (ସଂ. ଯୋଗାରାଧକ) ଯୋଗନିରତ; ଯୋଗାରୂଢ଼ — Engaged in deep meditation
  • ଦେ. ବିଣ. (ସଂ. ଯୋଗାରାଧକ) [ଉ—ଈଶ୍ୱର ଯୋଗାଧି ପୁରୁଷ, ତାହାକୁ ଏ କଥା ଅଦୃଶ। ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ।]