ଯୋଗାଧମନ J̄ogādhamana

  • ସଂ. ବି. (ଯୋଗ=ଛଳ+ଆଧମନ= ବନ୍ଧକ ଦେବା) ଛଳ ପୂର୍ବକ ଦିଆଯିବା ବନ୍ଧକ (ମନୁ 8 | 165 ) — ଛଳ ପୂର୍ବକ ଦିଆଯିବା ବନ୍ଧକ (ମନୁ8|165)—A fraudulent pledge (Apte)