ଯୋଗ ଦାନ J̄ogadāna

  • ସଂ. ବି. ଛଳଦ୍ୱାରା ଦାନ; କପଟ ଦାନ (ମନୁ 8 | 165 ) — ଛଳଦ୍ୱାରା ଦାନ; କପଟ ଦାନ (ମନୁ8|65). A fraudulent gift
  • ସଂ. ବି. ଶିଷ୍ୟକୁ ଯୋଗ ଶାସ୍ତ୍ରକ ଦୀକ୍ଷା ଦେବା — Initiating a person with the doctrines or mysteries of 'J̄oga Sāstra' communicating the J̄oga doctrines to a disciple (Apte)
  • ସଂ. ବି. କୌଣସି କାର୍ଯ୍ୟରେ ସହଯୋଗିତା କରିବା — Joining in a work as a colleague; contributing one's collaboration to work
  • ସଂ. ବି. କର୍ମୀଙ୍କ ଦଳରେ ମିଶିବା — Joining a party of workers
  • ଦେ. ବି — ମିଳିତ ହେବା; ମିଳନ — Mixing; joining
  • ଦେ. ବି — ନିଯୁକ୍ତ କର୍ମକ୍ଷେତ୍ରରେ ଉପସ୍ଥିତ ହେବା — Joining of first appearing in one's employment or field of action