ଯେନ କେନ J̄ena kena

  • ଦେ. କ୍ରି. ବିଣ (ସଂ. ଯେନକେନ [ତେନ] ପ୍ରକାରେଣ) — ଯେ କୌଣସି ଉପାୟରେ; ଯେ କୌଣସି ପ୍ରକାରେ — Anyhow; by means fair or foul; by any means
  • ଦେ. କ୍ରି. ବିଣ (ସଂ. ଯେନକେନ [ତେନ] ପ୍ରକାରେଣ) — ଅତି କଷ୍ଟରେ — With great difficulty