ଯୂପ କଟକ J̄ūpa kaṭaka

  • ସଂ. ବି. — ଯୂପର ଅଗ୍ରଭାଗରେ ଖୋଦିତ ଡିମ୍ବିରି ଫଳପରି ବା ବଳୟାକାର ଗୋଳକ — A wooden ball carved on the top of a sacrificial post
  • ସଂ. ବି. — ଯୂପ ମୂଳରେ ବା ଅଗରେ ନିହିତ ଲୌହ ବା କାଷ୍ଠବଳୟ — An iron or wooden ring attached to the foot or top of a sacrificial post