ଯୂପ J̄ūpa

  • ସଂ. ବି.—(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ) — ଯଜ୍ଞରେ ପଶୁବନ୍ଧନାର୍ଥ ଭୂମିରେ ପୋତା ଯିବା ସଂସ୍କୃତ ସ୍ତମ୍ଭ — A sacrificial post to which the victim is tied at the time of its immolation
  • ସଂ. ବି.—(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ) — [ଦ୍ର—ଯଜ୍ଞୋଡୁମ୍ବର ବୃକ୍ଷର ଚତୁର୍ହସ୍ତ ପରିମିତ କାଷ୍ଠକୁ ଗୋଲାକାର ଓ ସ୍ଥୂଳ ଓ ସୁଶୋଭନ କରି ଯୁପ ତିଆରି କରାଯାଏ ଓ ଏହା ମନ୍ତ୍ରଦ୍ୱାରା ସଂସ୍କୃତ ହୁଏ।
  • ସଂ. ବି.—(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ) — ଅନ୍ୟ ମତରେ ଖଦିର, ବିଲ୍ୱ ବା ବକୁଳ କାଷ୍ଠରେ ଏହା ମଧ୍ୟ ତିଆରି ହୁଏ।]
  • ସଂ. ବି.—(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ) — ଜୟଚିହ୍ନ ସ୍ୱରୂପ ଆନୀତ ପଦାର୍ଥ — A trophy
  • ସଂ. ବି.—(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ) — ଜୟସ୍ତମ୍ଭ — A column erected in honour of a victory
  • ସଂ. ବି.—(ଯୁ ଧାତୁ=ବନ୍ଧନ କରିବା+ଅଧିକରଣ. ପ; ଏଥିରେ ବଳି ବନ୍ଧା ଯିବାରୁ) — ଯଜ୍ଞ— ସ୍ତମ୍ଭ — A sacrificial post