ଯୁବରାଜ J̄ubarāja

  • ସଂ. ବି. ପୁଂ. (ଯୁବନ୍+ରାଜନ୍; କର୍ମଧା) — ରାଜା ଥାଉଁ ଥାଉଁ ରାଜ୍ୟର ଭାବୀ ଉତ୍ତରାଧିକାରୀ ରୂପେ ରାଜାଙ୍କ ନିର୍ବାଚିତ ଶାସନ କର୍ମରେ ସାହାଯ୍ୟକାରୀ ରାଜକୁମାର; ଗମ୍ଭିରୀ ସାଆନ୍ତ — The heir-apparent to the throne
  • ସଂ. ବି. ପୁଂ. (ଯୁବନ୍+ରାଜନ୍; କର୍ମଧା) — [ଦ୍ର—ପୂର୍ବେ ହିନ୍ଦୁ ରାଜାମାନେ ବୟଃପ୍ରାପ୍ତ ଓ ଗୁଣ ସମ୍ପନ୍ନ ପୁତ୍ରଙ୍କୁ 'ଯୁବରାଜ' ପଦରେ ଅଭିଷିକ୍ତ କରୁଥିଲେ ଓ ଯୁବରାଜ ଅଧିକାଂଶ ରାଜକାର୍ଯ୍ୟ ଚଳାଉଥିଲେ ଏବଂ ରାଜା ନିଶ୍ଚିନ୍ତ ମନରେ ପାରମାର୍ଥିକ ଚିନ୍ତାରେ ରତ ହେଉ ଥିଲେ। ଯୁବରାଜ ରାଜନୀତିବିଶାରଦ ହୋଇ ରାଜକାର୍ଯ୍ୟ ପରିଚାଳନରେ ଦକ୍ଷ ହେଲେ ରାଜା ତାଙ୍କ ଉପରେ ପୂର୍ଣ୍ଣ ରାଜ୍ୟଭାର ଅର୍ପଣ କରି ବାନପ୍ରସ୍ଥ ଅବଲମ୍ବନ କରୁଥିଲେ।]
  • ସଂ. ବି. ପୁଂ. (ଯୁବନ୍+ରାଜନ୍; କର୍ମଧା) — ରାଜକୁମାର — A prince
  • ସଂ. ବି. ପୁଂ. (ଯୁବନ୍+ରାଜନ୍; କର୍ମଧା) — ଭାବୀ ବୁଦ୍ଧ— ବିଶେଷ — Name of a Buddhist saint who is to come