ଯୁଗାଦି J̄ugādi
- ସଂ. ବି [ 6 ଷ୍ଠୀ ତତ୍; ଯୁଗ+ଆଦି (ଦ୍ୟ)] — କଳିଆଦି ଯୁଗର ପ୍ରଥମ ଉପସ୍ଥିତି — The advent of an age
- ସଂ. ବି [ 6 ଷ୍ଠୀ ତତ୍; ଯୁଗ+ଆଦି (ଦ୍ୟ)] — ଗୋଟିଏ ମହାଯୁଗର ଆରମ୍ଭ — The beginning or dawning of a cycle of 4 ages
- ସଂ. ବି [ 6 ଷ୍ଠୀ ତତ୍; ଯୁଗ+ଆଦି (ଦ୍ୟ)] — ତିଥି — Lunar day