ଯାନ J̄āna

  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — ବାହନ (ହସ୍ତ୍ୟଶ୍ୱ— ଶକଟାଦି) — Conveyance
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — [ଦ୍ର—ୟାନ ଓ ବାହନ ଏକାର୍ଥକ, କିନ୍ତୁ ସାଧାରଣତଃ ହସ୍ତ୍ୟଶ୍ୱାଦି ଜୀବଙ୍କ ବାହନ ଓ ନିର୍ଜୀବ ବସ୍ତୁ (ଶକଟ, ରଥ ଆଦି)କୁ ଯାନ ବୋଲାଯାଏ।]
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — (+ଭାବ. ଅନ) ଗମନ; ଭ୍ରମଣ; ଗତି; ଯାତ୍ରା — Going; moving; advencing; proceeding
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — ଦେଶାଟନ — Travel
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — ଶତ୍ରୁର ପ୍ରତିକୂଳରେ ଯାତ୍ରା — Expedition against an enemy marching against
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — ଆକ୍ରମଣ — Attacking; invasion
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — (+ଅଧିକରଣ ଅନ)—ଦଳବଦ୍ଧ ହୋଇ କରାଯିବା ଯାତ୍ରା; ଶୋଭାଯାତ୍ରା — Procession; train (Apte)
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — (+କରଣ. ଅନ)— ନୌକା; ଜାହାଜ — Ship; boat
  • ସଂ. ବି—(ଯା ଧାତୁ+କରଣ. ଅନ; ଯହିଁରେ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି) — (ଯଥା— ଯାନ ଭଙ୍ଗା)
  • ଦେ. ବି.—(ସଂ. ଉପଯାନ) — ଆଗମନ; ନିକଟକୁ ଗମନ — Arrival; coming near
  • ଦେ. ବି.—(ସଂ. ଉପଯାନ) — [ଉ— ପତତ୍ରୀ ପତ୍ର ଚଳନ୍ତେ, ପତ୍ର ବିଚଳିତ ହୋନ୍ତେ, ଶଙ୍କିତ କରାଇ ଯାନ, ମନେ ବିଚାରି। ପ୍ରାଚୀ. ରସବାରିଧି।]