ଯାତଯାମ J̄ātaj̄āma
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ପର୍ଯ୍ୟୁଷିତ; ବାସି (ଖାଦ୍ୟ ଆଦି) — Stale; tainted; soiled; impaired
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ଜୀର୍ଣ୍ଣ ଶୀର୍ଣ୍ଣ — Worn out; rickety
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ଶୀର୍ଣ୍ଣ — Lean; emaciated
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ପୁନଃ ପୁନଃ ବ୍ୟବହୃତ ପରିଭୁକ୍ତ — Enjoyed; used repeatedly
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ତ୍ୟକ୍ତ; ପରିତ୍ୟକ୍ତ — Abandoned; rejected
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ଉଚ୍ଛିଷ୍ଟ (ଖାଦ୍ୟାଦି); ଅଇଁଠା — Spitted out; left as orts
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ହ୍ରାସପ୍ରାପ୍ତ — Faded
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — ଅପକ୍ୱ; ଅର୍ଦ୍ଧସିଦ୍ଧ — Raw; half-dressed
- ସଂ. ବିଣ (ଯାତ=ଗତ ହୋଇଅଛି+ଯାମ=ପ୍ରହର କାଳ ଯାହାର) — କ୍ଳାନ୍ତ — Exhausted; worn out (Apte)