ଯଷ୍ଟବ୍ୟ J̄ashṭabya

  • ସଂ. ବିଣ (ଯଜ୍ ଧାତୁ=ଦେବପୂଜା କରିବା+କର୍ମ, ତବ୍ୟ) — ଯଜ୍ଞାର୍ହ; ଯାଗ କରିବାର ଉପଯୁକ୍ତ — Fit for the performance of a sacrifice