ଯଷ୍ଟା J̄ashṭā

  • ସଂ. ବି. ପୁଂ (ଯଜ୍ ଧାତୁ=ପୂଜା କରିବା+କର୍ତ୍ତୃ. ତୃ; 1 ମା. 1 ବ) — ଯଜମାନ; ଯେ ପୁରୋହିତଙ୍କ ଦ୍ୱାରା ଯାଗ କରାଏ — Perfomer of sacrifice through priests
  • ସଂ. ବି. ପୁଂ (ଯଜ୍ ଧାତୁ=ପୂଜା କରିବା+କର୍ତ୍ତୃ. ତୃ; 1 ମା. 1 ବ) — ଯାଗକର୍ତ୍ତା — A performer of sacrifice
  • ସଂ. ବି. ପୁଂ (ଯଜ୍ ଧାତୁ=ପୂଜା କରିବା+କର୍ତ୍ତୃ. ତୃ; 1 ମା. 1 ବ) — ପୂଜକ — A worshipper
  • ସଂ. ବି. ପୁଂ (ଯଜ୍ ଧାତୁ=ପୂଜା କରିବା+କର୍ତ୍ତୃ. ତୃ; 1 ମା. 1 ବ) — ଯଜ୍ଞ କରିବା ପୁରୋହିତ — A priest who officiates at a sacrifice