ଯଶୋଧାରା J̄aṡodharā

  • ସଂ. ବି (ରୂପକ କର୍ମଧା; ଯଶଃ+ଧାରା) — ବୃଷ୍ଟିଧାରାରୂପ ଆଜସ୍ର ଯଶଃ — A stream of fame
  • ସଂ. ବି. ସ୍ତ୍ରୀ — ବୁଦ୍ଧଦେବଙ୍କ ଭାର୍ଯ୍ୟା — Wife of Buddhadeba