ଯବନିକା J̄abanikā

  • ସଂ. ବି. ସ୍ତ୍ରୀ (ଜୁ ଧାତୁ=ବେଗେ ଚଳିବା + କରଣ. ଅନ+କ+ଆ କିମ୍ବା ଯବନ+କ+ଆ) — ତିରଷ୍କରିଣୀ; ପରଦା — A screen
  • ସଂ. ବି. ସ୍ତ୍ରୀ (ଜୁ ଧାତୁ=ବେଗେ ଚଳିବା + କରଣ. ଅନ+କ+ଆ କିମ୍ବା ଯବନ+କ+ଆ) — କନାଟି ବାଡ଼ — A Screen of cloth; curtain
  • ସଂ. ବି. ସ୍ତ୍ରୀ (ଜୁ ଧାତୁ=ବେଗେ ଚଳିବା + କରଣ. ଅନ+କ+ଆ କିମ୍ବା ଯବନ+କ+ଆ) — ରାଉଟିର ଚାରିପାଖେ ଘେରା କନାର ବାଡ଼ — A screen round a tent
  • ସଂ. ବି. ସ୍ତ୍ରୀ (ଜୁ ଧାତୁ=ବେଗେ ଚଳିବା + କରଣ. ଅନ+କ+ଆ କିମ୍ବା ଯବନ+କ+ଆ) — ରଙ୍ଗାଳୟର ବହିଃସ୍ଥ ପରଦା ବା ପଟ — A dropscene
  • ସଂ. ବି. ସ୍ତ୍ରୀ (ଜୁ ଧାତୁ=ବେଗେ ଚଳିବା + କରଣ. ଅନ+କ+ଆ କିମ୍ବା ଯବନ+କ+ଆ) — ଯବନସ୍ତ୍ରୀ; ପଠଉଣୀ — A muslim lady; a J̄abana lady
  • ସଂ. ବି. ସ୍ତ୍ରୀ (ଜୁ ଧାତୁ=ବେଗେ ଚଳିବା + କରଣ. ଅନ+କ+ଆ କିମ୍ବା ଯବନ+କ+ଆ) — ଯୁଆଣି — Carraway; ajwan