ଯନ୍ତ୍ରକ J̄antraka

  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ଯନ୍ତା (ଦେଖ) — J̄antā (See)
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ଯନ୍ତ୍ରକାଷ୍ଠ; କୁନ୍ଦ — A lathe; turner's wheel
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ପେଷଣ ଯନ୍ତ୍ର; ଚକି — A hand-mill
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ଘାଆ ଆଦିରେ ବନ୍ଧା ଯିବା ପଟ୍ଟୀ — Ligature; bandage
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — (ଯନ୍ତ୍ରଧାତୁ+ଭାବ. ଅକ)—ବେଦନା; ବ୍ଯଥା; କୃଷ୍ଟ — Pain; anguish
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ବାନ୍ଧିବା — Binding
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ଅଟକାଇ ରଖିବା — Restraining; confining
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ନିବାରଣ — Checking
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ଶାସନ — Controlling
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ପୁଂ (ଯନ୍ତ୍ର ଧାତୁ+କର୍ତ୍ତୃ ଅକ)— ଯନ୍ତ୍ର ପରିଚାଳକ — A mechanist; engineer (Apte)
  • ସଂ. ବି (ଯନ୍ତ୍ର+ସ୍ୱାର୍ଥେ କ) — ଶାସକ; ନିୟାମକ — Controller; restrainer; regulator (Apte)
  • ସଂ. ବିଣ. ପୁଂ — ଯନ୍ତ୍ର ପରିଚାଳନକାରୀ — Managing or driving a machine