ଯଦର୍ଥେ J̄adarthe

  • ସଂ. କ୍ରି. ବିଣ — ଯେଉଁ କାରଣରୁ — For which; why
  • ସଂ. କ୍ରି. ବିଣ — ଯେଉଁ ଉଦ୍ଦେଶ୍ୟରେ — For which aim
  • ସଂ. କ୍ରି. ବିଣ — ଯାହାଙ୍କ ନିମନ୍ତେ — For whom