ଯଦି J̄adi

  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ଯେବେ — If; though; although
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — [ଦ୍ର— ଏହା ନିମ୍ନଲିଖିତ ସ୍ଥଳରେ ପ୍ରଯୁକ୍ତ ହୁଏ
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ସମ୍ଭାବନାର୍ଥକ — Supposition;
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ଯଥା—"ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ। ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ। ଦେଖନ୍ତି ପ୍ରିୟଜନ ମୁଖକମଳ" (ମଧୁସୂଦନ)
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ସନ୍ଦେହାର୍ଥ କ — Doubt
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ଯଥା:—ମୁଁ ଯୁଦ୍ଧ କରିବାକୁ ବାହାରିଛି; ଯଦି ହାରିଯାଏଁ ତେବେ ମୋ ଅବସ୍ଥା କଅଣ ହେବ?
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ପକ୍ଷାନ୍ତରରେ — On the other hand; in the alternative.-
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — "ଥାଇ କରି ଯଦି ଖାଇ ମନ କଲା ତା ମୁଁହୁଟା ପୋଡ଼ୁ " (ଢଗ)
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ଅବଧାରଣ — Certainty
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ଯଥା—"ଯଦି ବରଷଇ ମାଘର ଶେଷ, ଧନ୍ୟ ସେ ରଜା ଧନ୍ୟ ସେ ଦେଶ" କୃଷିବଚନ।
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ହୁଏତ — Whether (Apte)
  • ସଂ. ଅଂ. (ଯତ୍ଧାତୁ=ଚେଷ୍ଟା କରିବା+ଭାବ. ଇ) — ସମ୍ଭବତଃ — If per chance; perhaps (Apte)